ଆଫଗାନିସ୍ତାନରେ ତାଲିବାନର ବର୍ବରତା ମଧ୍ୟରେ ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି। ଉତର ପ୍ରଦେଶର ଦେଓବନ୍ଦରେ ଏଟିଏସ କମାଣ୍ଡୋ ସେଂଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ। ଏଠାରେ ମୁତୟନ ହେବେ 18 ଏଟିଏସ ଅଧିକାରୀ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଯାଇଛି। ତାଲିବାନ ଦେଓବନ୍ଦୀ ବିଚାରଧାରାରୁ ପ୍ରେରିତ ହେଉଥିବାରୁ ନିଆଗଲା ଏହି ନିଷ୍ପତି I
#ArgusNews #Taliban #Afghanistan #IslamicTerrorism #UttarPradesh MYogiAdityanath