ଆବଶ୍ୟକ ପଡ଼ିଲେ ଶିଶୁଙ୍କ ପାଇଁ ହେବ ସ୍ୱତନ୍ତ୍ର କୋଭିଡ଼ ମେଡିକାଲ । କେତେ କେସ ଲୋଡ଼ ଆସୁଛି ତାହା ଦେଖି ନିଷ୍ପତି ନିଆଯିବ । ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସିମଟମ ଥିବା ଶିଶୁ ମେଡିକାଲ କୁ ଆସିଲେ ଟେଷ୍ଟ ରିପୋର୍ଟ କୁ ଅପେକ୍ଷା ନକରି ଚିକିତ୍ସା ଆରମ୍ଭ ହେବ । ତୃତୀୟ ଲହର ଆଶା ଆଶଙ୍କା ଭିତରେ ଆମେ ପ୍ରସ୍ତୁତ : ସିବିକେ ମହାନ୍ତି , ଡି ଏମ ଇ ଟି
#ArgusNews #Odisha #CBKMohanty #thirdwave #Covid19 #ChildCare #CovidMedical