ଆବାସ ପାଇଁ ସରପଞ୍ଚଙ୍କ ପାଖରେ ବର୍ଷ ବର୍ଷ ଧରି ସେ ଗୁହାରି ହୋଇଥିଲେ । ହେଲେ ଘର ନ ମିଳିବାରୁ ଏବେ ସେ ନିଜେ ସରପଞ୍ଚ ହୋଇ ବାସ୍ତବ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ବୋଲି କହିଛନ୍ତି କେନ୍ଦୁଝର ପଦ୍ମପୁର ଗାଁର ଦେବଶ୍ରୀ ନାଏକ
#Keonjhar #Sarapanchacandidate #awasyojna #ArgusNews