ନୟାଗଡ଼ ଭାପୁର ବ୍ଲକ ବାଦଭୂଇଁ ଗାଁର ସୁଦାମ ନାୟକ । ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ସୁଦାମ ଓ ତାଙ୍କ ପରିବାର । ସୁଦାମଙ୍କ ନାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ ପର୍ଯ୍ୟାୟ କ୍ରମେ ଉଠିଛି ୧ ଲକ୍ଷ ୩୦ ହଜାର ଟଙ୍କାର ସହାୟତା ରାଶି । ହେଲେ ଏକଥା ଜାଣି ନାହାନ୍ତି ନିରିହ ହିତାଧିକାରୀ
#Nayagarh #Awasscam #Bhapurblock #Awasyojana #ArgusNews