#ଆବାସ_କେଳେଙ୍କାରୀକୁ_ନେଇ_ବିଜେପିର_ରଣହୁଙ୍କାର !
ଆବାସ କେଳେଙ୍କାରୀର ଫିଟିଛି ଗୁମର। କେନ୍ଦ୍ରୀୟ ଟିମର ଦସ୍ତାବିଜ ପରେ ଆଜି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ତେଜିଛି ଅସନ୍ତୋଷର ସ୍ବର। ଯୋଗ୍ୟଙ୍କୁ ଆବାସ ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି
#ArgusNews #Odisha #ArgusNewsTV #BJP #AbasCorruption #BJP_Strike #centralteamvisit