#ଗରିବ_ଲୋକ_ବଡ_ନା_ବାବୁ_ବଡ
#କେଉଁ_ନ୍ୟାୟରେ_ଭାଙ୍ଗିଦିଆଗଲା_ଆବାସ_ଘର
ବଲାଙ୍ଗିର ସଦର ଥାନା କୁଟୁମଡୋଲା ପଞ୍ଚାୟତର ଗଙ୍ଗାଧର ସିଂହଙ୍କ ଏହି ଆବାସ ଘରକୁ ତହସିଲଦାରଙ୍କ ନିର୍ଦ୍ଦେଶରେ ଭାଙ୍ଗିଦିଆଯାଇଥିଲା । ଆଉ ଏବେ ନ୍ୟାୟ ପାଇବା ପାଇଁ ନିଜ ପରିବାର ସହ ଧାରଣାରେ ଜିଲ୍ଲାପାଳଙ୍କ ଅଫିସ ନିକଟରେ
#Balangir #AbasYojana #Home #Tahasildar #Odisha #ArgusNews