#ଆବାସ_ଘୋଟାଲା_ବିରୋଧରେ_ଲଢେଇ
ସାରା ରାଜ୍ୟରେ ଦୁର୍ନୀତି ବିରୁଦ୍ଧରେ ବିଜେପିର ଲଢେଇ ..ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଛି ଦଳ।
ଦ୍ବିତୀୟ ଦିନରେ ବିଜେପିର ଆନ୍ଦୋଳନ...ହଜାରେ କୋଟିର ବଡ ଦୁର୍ନୀତି ବିରୁଦ୍ଧରେ ଲଢେଇ I ରାଜ୍ୟବ୍ୟାପୀ ବ୍ଳକ ଅଫିସ ଘେରାଉ I
#ArgusNews #Odisha #BJP4IND #awasyojana