#ଆବାସ_ବଣ୍ଟନକୁ_ନେଇ_କୋଶଳ_ଯୁବ_ମୋର୍ଚ୍ଚାର_ବିକ୍ଷୋଭ !
ପ୍ରଧାନମନ୍ତ୍ରୀ ଘର ବଣ୍ଟାନେ ପାତର ଅନ୍ତର । ଦେଇଛ କେତେ ନେଇଛ କେତେ ହିସାବ ଦିଅ ସରକାର । ଏମିତି କିଛି ସ୍ଲୋଗାନ ଦେଇ ବଲାଙ୍ଗୀର ଜିଲ୍ଲାପାଳ ଅଫିସ ଘେରିଛନ୍ତି ପଶ୍ଚିମ ଓଡିଶା ଯୁବା ମୋର୍ଚ୍ଚାର ଯୁବକମାନେ
#ArgusNews #Odisha #ArgusNewsTV #AbasYojana #Bolangir #KoshalYouth #YouthProtest