ଜମନକିରା ବିଜେପି ତରଫରୁ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସଙ୍ଗେ ଉଚିତ ହିତାଧିକାରୀଙ୍କୁ ଘର ମିଳିନାହିଁ, ପଶ୍ଟିମ ଓଡିଶାକୁ ଅଣଦେଖା କରିବା ସହ ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବା ସରକାରୀ ଅଧିକାରୀଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।
#ArgusNews #Odisha #Sambalpur #Kuchinda #BJP #Panchayatoffice #Protest