#ଆବାସ_ଯୋଜନାରେ_ରାଜ୍ୟ_ତମାମ_କେଳେଙ୍କାରୀ
ଧନୀକୁ ଆବାସ ଗରିବଙ୍କୁ ଉପହାସ । ଯିଏ ଟଙ୍କା ଦେଲା ତାଙ୍କୁ ଘର ମିଳିଲା, ଆଉ ଯିଏ ଦେଇ ନପାରିଲା ତା ନାଁ ଆବାସ ତାଲିକାରୁ ବାଦ୍ ପଡ଼ିଲା । ଏମିତି ସାଙ୍ଘାତିକ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓ ପୋଟସାହି ପଞ୍ଚାୟତରୁ ।
#ArgusNews #ArgusNewsTV #Odisha #Dhenkanal #PradhanMantriAwasYojana #Corruption