ଆବାସ ଯୋଜନାର ପ୍ରକୃତ ହିତାଧିକାରୀ କିଏ ?
ସରକାର୍ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ।ମାତ୍ର ଏହା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ନ ପାରିବାରୁ ଅନେକ ପରିବାର ଆଜିବି ଭଙ୍ଗା ଦଦରା ଓ ପଲିଥିନ୍ ତଳେ ଅତି ଦୁର୍ଦିନରେ ରହୁଥିବା ଦେଖିବାକୁ ମିଳିଛି
#ArgusNews #Odisha #AbasYojanafailed #GovtYojanfailed #Mayurbhanj