ଆବାସ ଯୋଜନା ଦୁର୍ନୀତି କୁ ନେଇ ବିଜେପି ପକ୍ଷରୁ ବ୍ଲକ୍ ଘେରାଉ ।ସାରା ଓଡ଼ିଶାରେ ଆବାସ ଯୋଜନାର ବ୍ଯାପକ ଦୁର୍ନୀତି ନେଇ ଭାରତୀୟ ଜନତାପାର୍ଟି ପକ୍ଷରୁ ପ୍ରତି ବ୍ଲକ୍ ଘେରାଉ କରାଯାଉଥିବା ବେଳେ ।ଆଜି ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ସମ୍ମୁଖରେ ଆବାସ ଯୋଜନାର ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।