ଯୋଗ୍ୟ ହିତାଧିକାରୀଙ୍କ ପାଇଁ ରହିଛି ସରକାରଙ୍କ ଆବାସ ଯୋଜନା । କିନ୍ତୁ ଆଜିବି ଝାଟି ମାଟି ଘରେ ବିତୁଛି ଯୋଗ୍ୟ ହିତାଧିକାରୀଙ୍କ ଜୀବନ । ପ୍ରଶାସନିକ ଅଧିକାରୀଙ୍କ ଖାମ ଖିଆଲି ନୀତି ଯୋଗୁଁ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା । ଗଞ୍ଜାମ ଜିଲ୍ଲାରୁ ଦେଖିବା ଏହି ରିପୋର୍ଟ
#Ganjam #Kabisuryanagar #Awasyojana #OdishaGovt #ArgusNews