#କିଛି_ଘଣ୍ଟା_ଭିତରେ_ବଦଳାଇଲା_ସ୍ବର
#ଭାରତକୁ_ଅସ୍ଥିର_କହି_ପୁଣି_ଘନିଷ୍ଠ_ବନ୍ଧୁ_କହିଲା_ଆମେରିକା
ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଚାର କୂଟନିତୀକୁ ବିଶ୍ବର ପ୍ରଶଂସା। ରୁଷ ଯୁକ୍ରେନ ଯୁଦ୍ଧରେ ଭାରତର ଭୂମିକା କୁ ନେଇ ପ୍ରଥମେ ସକରାତ୍ମକ ମନ୍ତବ୍ୟ ଦେଇଥିବା ଜୋ ବାଇଡେନ କ୍ବାଡ ବୈଠକ ପରେ ହଠାତ ସ୍ବର ବଦଳାଇଦେଲେ ।
#war #RussiaUkraineConflict #RussiaUkraine #UkrainePresident #NarendraModi #attack #militaryaction #Ukrainianpresident #Odisha #ArgusNews