#ଓଡ଼ିଶାରେ_ଓଡ଼ିଆ_ଭାଷାକୁ_ଅବହେଳା
ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । ହେଲେ ତାହା କେତେ କାର୍ଯ୍ୟକାରୀ ହେଉଛି ? ତାହା ଏହି ସରକାରୀ କାର୍ଯ୍ୟାଳୟ ମାନଙ୍କରୁ ପ୍ରତୀୟ ମାନ ହେଉଛି । ୟେ ହେଉଛି ଗଜପତି ଜିଲ୍ଲାର କିଛି ସରକାରୀ କାର୍ଯ୍ୟାଳୟର ଦୃଶ୍ୟ । କିଛି ସ୍ଥାନରେ ଓଡ଼ିଆ ଭାଷାର ଫଳକ ଲାଗିଛି ।
#neglect #Odisha #language #Oriya #Gajapati #government #arguswnews #Odisha