#ଆମ୍ବୁଲାନ୍ସ_କାଚ_ଭାଙ୍ଗି_ରୋଗୀ_ଫେରାର
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟସ୍ଥ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ ବିଏସଏଲର ଓଏଚଏସସି ଭିତରୁ ଜଣେ ରୋଗୀଙ୍କୁ ଧରି ଏକ ଆମ୍ବୁଲାନ୍ସ ମଧ୍ୟରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିବା ବେଳେ ବାଟରେ ରୋଗୀ ଆମ୍ବୁଲାନ୍ସ ପଛ କାଚ ଭାଙ୍ଗି ଦୌଡ଼ି ପଳାଇ ଯାଇଥିଲେ।
#ArgusNews #Odisha #ArgusNewsTv #Angul #Patient