#ଆମ୍ବେଦକରଙ୍କୁ_ଅପମାନ.
#ସମ୍ବିଧାନ_ପ୍ରଣେତାଙ୍କୁ_ରାସ୍ତା_ଉପରେ_ଫିଙ୍ଗିଲେ_ଖୋଦ୍_ନିଜ_ଦଳର_ନେତା
#ଚର୍ଚ୍ଚାରେ_ବିଧାୟକ_ପ୍ରଶାନ୍ତ_ମୁଦୁଲି_ଓ_ଜଳସମ୍ପଦ_ମନ୍ତ୍ରୀ_ରଘୁନନ୍ଦନ_ଦାସ
ଜଗତସିଂହପୁର ନାଉଗାଁରେ ଦୁର୍ନୀତିକୁ ନେଇ 3 ପଞ୍ଚାୟତ ବାସିନ୍ଦା ଆନ୍ଦୋଳନ ଚଳାଇଥିବା ବେଳେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମର୍ଥକ ମାନେ ମହିଳାଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା । କେବଳ ମହିଳାଙ୍କୁ ଆକ୍ରମଣ କରିନଥିଲେ ବରଂ ଖଣ୍ଡା ତରୱାର ବୁଲିଲା ଅଧା ରାତିରେ ..
#ArgusNews #Odisha CMO Odisha #BJD #JAGATSINGHPUR