ଗାଁକୁ ନାହିଁ ରାସ୍ତା ଫଳରେ ନଦୀ ନାଳ ଭରା ପଥୁରିଆ ରାସ୍ତା ଦେଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ଯେଉଁଠି ପାଦେପାଦେ ରହିଛି ଜୀବନ ପ୍ରତି ବିପଦ। ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ହାତଯୋଡି ରାସ୍ତା ପାଇଁ ଅନୁରୋଧ କରିଛନ୍ତି ଦୁର୍ଗମର ଦୁଇ ଛାତ୍ର
#Koraput #nandapur #RoadProblem #DurgamOdisha #Student #OdishaGovt #ArgusNews