ଆରପାରିରେ ପଦ୍ମଶ୍ରୀ ରାଧାମୋହନ ।
ସେ ଥିଲେ ଅନ୍ନଦାତାଙ୍କ ଆଶାର କିରଣ । ଖାଲି ପଡ଼ିଆରେ ଜୈବିକ ଚାଷ କରି ଆଣିଥିଲେ ବିରାଟ ପରିବର୍ତ୍ତନ । ଏକାଧାରରେ ଜଣେ ସମାଜସେବୀ, ସ୍ତମ୍ଭକାର ଓ ବୈପ୍ଳବିକ ଚାଷୀ । ଯାହାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।
#ArgusNews #Odisha #Padmashree #Awardee #Radhamohan