ଆରପିଏଫ କନେଷ୍ଟବଳଙ୍କ ମାଡ଼ରେ ମହିଳା ଇଞ୍ଜିନିୟର ଆହତ । ଆରପିଏଫ କନେଷ୍ଟବଳଙ୍କ ସହ ଟିକେଟକୁ ନେଇ ଯୁକ୍ତିତର୍କ ହେବା ପରେ କନେଷ୍ଟବଳ ମାଡମାରି ମୁଣ୍ଡ ପଠାଇଥିବା ଅଭିଯୋଗ । ରାଉରକେଲା ଜିଆରପି ଥାନାରେ ଅଭିଯୋଗ କଲେ ଆହତ ମହିଳା ଇଞ୍ଜିନିୟର ଅନୀତା ରାଜ ।
#RPFAttack #RPF #EngineerEntrepreneur #Engineers #enterpreneur #AttackOnLady #Odisha #ArgusNews #Rourkela #train #trainticket #Gitanjali #GRP #GovernmentRailwayPolice