ଆରମ୍ଭ ହେଲା ଚିଲିକାରେ ପକ୍ଷୀ ଗଣନା । ଚଳିତ ବର୍ଷ ଚିଲିକାର ୫ଟି ରେଞ୍ଜ ଅଞ୍ଚଳରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିନରେ ଥିବା ଟାଙ୍ଗୀ, ସାତପଡା, ନୂଆପଡା, ବାଲୁଗାଁ ଓ ରମ୍ଭା ରେଞ୍ଜର ଅଞ୍ଚଳରେ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ଗଣନା ।
#Khordha #Chilika #birdcounts #WildlifeDepartment #Odisha #ArgusNews