#ଆରମ୍ଭ_ହୋଇଗଲା_ଭାଲେଣ୍ଟାଇନ_ସପ୍ତାହ
#ଗୋଲାପ_ମହକରୁ_ଆରମ୍ଭ_ହେବ_ପ୍ରେମ
#ସବୁଠି_ଦେଖିବାକୁ_ମିଳିଛି_ଲାଲ_ଗୋଲାପ
ଆରମ୍ଭ ହୋଇଗଲା ପ୍ରେମ ସପ୍ତାହ । ପ୍ରେମୀଯୁଗଳଙ୍କ ପାଇଁ ଫେବୃୟାରୀ ମାସ ବହୁତ୍ ଖାସ୍ ହୋଇଥାଏ । କାହିଁକି ନାଁ ,ଏହି ମାସରେ ସମ୍ପୂର୍ଣ୍ଣ ଏକ ସପ୍ତାହକୁ ପ୍ରେମ ସପ୍ତାହ ଭାବେ ସେଲିବ୍ରେଟ କରାଯାଇଥାଏ ।
#February #valentinesweek #roseday #Odisha #ArgusNews