#ଆରମ୍ଭ_ହୋଇଛି_ବିଭିନ୍ନ_ଓଡ଼ିଆ_ଧାରାବାହିକ_ସୁଟିଂ
କୋହଳ ହୋଇଛି କଟକଣା । ଆରମ୍ଭ ହୋଇଛି ବିଭିନ୍ନ ଓଡ଼ିଆ ଧାରାବାହିକ ସୁଟିଂ । ରାଜ୍ୟର କ୍ୟାଟାଗୋରୀ A ତାଲିକାରେ ଥିବା ଅନୁଗୁଳ ଜିଲ୍ଲାରେ ଚାଲିଛି ସିଟିଂ । କ୍ୟାମେରା ଲେନ୍ସରେ କଏଦ ହେଉଛି କଳାକାରଙ୍କ ନିଖୁଣ ଅଭିନୟ । ଦୀର୍ଘ ଦିନର ବ୍ୟବଧାନ ପରେ ଆରମ୍ଭ ହୋଇଛି ।
#ArgusNews #Odisha #ArgusNewsTV #Angul