#ଆର୍ଟ_ଥି_ମମୀତାଙ୍କେ_ଶ୍ରଦ୍ଧାଞ୍ଜଲୀ
ମମିତା ମେହେରକୁଁ ନ୍ୟାୟ ଦାବିନେ ସବୁଆଡେ ଆନ୍ଦୋଲନ ଦେଖାଯାଉଛେ । ଖାଲି ବିରୋଧୀ ଦଳ ନାଇସେ ସଭେ ମମିତାଙ୍କେ ନ୍ୟାୟ ମିଳୁ ବୋଲି ଚାହୁଁଛନ୍ । ଛାତ୍ରଛାତ୍ରୀ ମାନେ ଭିଲ୍ ଇ ନେଇକି ନିଜର୍ ପ୍ରତିକ୍ରିୟା ରଖିଛନ୍। ସମ୍ବଲପୁରର ଜନେ ଆର୍ଟିଷ୍ଟ ନିଜର ଆର୍ଟ ଥି ମମୀତାଙ୍କେ ଶ୍ରଦ୍ଧାଞ୍ଜଲୀ ଦେବାର୍ ସାଙ୍ଗେ ତାଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ ।
#mamitamurdercase #justiceformamita #Art #Tribute #mahalingcollegecase #gobindsahu #dibyashankarMishra #Odisha #ArgusNews