ଭାଇରସ କେତେ ସଂକ୍ରମଣ କ୍ଷମ ତାହା ଆର ଭାଲ୍ୟୁ ଦେଖାଏ । ଆର ଭାଲ୍ୟୁ ୧ ଉପରେ ରହିଲେ କେସ ସଂଖ୍ୟା ବଢ଼ି ବଢ଼ି ଚାଲିବ ବୋଲି ଥିଓରି କହୁଛି । କିନ୍ତୁ ଗଲା ସପ୍ତାହରେ କଟକ, ପୁରୀ ଓ ଖୋର୍ଦ୍ଧାରେ ଯାହା ସଂକ୍ରମଣ ସଂଖ୍ୟା ଥିଲା,ଏବେ ତାହା କମିଛି । ଡିଏମ୍ଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା ।
#ArgusNews #Odisha #rvalue #COVID19 #DMT #cbkmohanty