ଆଜି ଉତ୍ତରପ୍ରଦେଶର ଆଲିଗଡ଼ଠାରେ ମହାରାଜା ମହେନ୍ଦ୍ର ପ୍ରତାପ ୟୂନିଭର୍ସିଟିର ଶିଳାନ୍ୟାସ କାର୍ଯ୍ୟକ୍ରମ।ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାନମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ତଥା ସଭାସ୍ଥଳ ବୁଲି ସମସ୍ତ ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ସାଂସଦ ସ୍ବର୍ଗତ ମହାରାଜା ମହେନ୍ଦ୍ର ପ୍ରତାପ ଆଲିଗଡ଼ ମୁସଲିମ୍ ୟୂନିଭର୍ସିଟି ପାଇଁ ଜମି ଦାନ କରି ନିଜ ବଦାନ୍ୟତାର ପରିଚୟ ଦେଇଥିଲେ ।
#Odisha #ArgusNews #Modi #UttarPradesh #RajaMahendraPratap