ଆଳି ଓ ରାଜକନିକାରେ ପୋଲିସ ଜନତା ଖଣ୍ଡଯୁଦ୍ଧ ଘଟଣା । ପାହାନ୍ତିଆ ସମୟରେ ଆନ୍ଦୋଳନକାରୀଙ୍କୁ ଘରୁ ଉଠାଇନେଲା ପୋଲିସ । ଆନ୍ଦୋଳନରେ ସାମିଲ ଥିବା କିଛି ବରିଷ୍ଠ ବ୍ୟକ୍ତିଙ୍କ ସହ କିଛି ଯୁବକ ଓ ନାବାଳକଙ୍କୁ ଭୋରୁ ସମୟରେ ଉଠାଇ ନେଇଛି କେନ୍ଦ୍ରାପଡା ପୋଲିସ
#ArgusNews #Odisha #Kendrapara #KharasrotaRiver #OdishaPolice #Protest