ଆଳି ନିର୍ବାଚନ ମଣ୍ଡଳୀ ଚଣ୍ଡିଆଗଡି ପଞ୍ଚାୟତରେ ବାତ୍ୟା ୟାସ ପାଇଁ ଆସିଥିବା ଚୁଡା ଗରିବ ଲୋକଙ୍କୁ ନଦେଇ ପଞ୍ଚାୟତ ଅଫିସରେ ପଡି ପଡି ନଷ୍ଟ ହୋଇଯାଇଛି । ଖବର ପଞ୍ଚାୟତ ଲୋକେ ପାଇବା ମାତ୍ରେ ପଞ୍ଚାୟତ ଅଫିସରେ ପହଂଚି ଅସନ୍ତୃଷ୍ଟ ପ୍ରକାଶ କରିବା ସହିତ ଖୋଭ ପ୍ରକାଶ କରିଛନ୍ତି ।
#Aul #Chandiagadi #cycloneyesh #Food #PeopleDissatisfied #Odisha #ArgusNews