#ଆଳି_ପୋଲିସ୍_ଓ_ଗୋରୁ_ମାଫିଆଙ୍କ_ଚୋରା_ପୀରତି
କେନ୍ଦ୍ରାପଡ଼ା ଜିଲ୍ଲାରେ ବୃଦ୍ଧି ପାଉଛି ବେଆଇନ ଗୋ ଚାଲାଣ । ଯଦି କିଏ ସାମାଜିକ କର୍ମୀ ବିରୋଧ କରୁଛନ୍ତି ପୋଲିସ ସେହି ବ୍ୟକ୍ତି ମାନଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରୁଛି ।
#Kendrapara #cowsmuggling #gochallan #Aul #Police #IIC #Arrest #Protest #socialworker #subhashisadangi #Odisha #ArgusNews