ଆଶା ଓ ବିଶ୍ବାସ ହରେଇ ବସିଥିବା ବ୍ୟକ୍ତି ଏବେ ପାଇଲେ ନିଜର ମୋବାଇଲ ଫୋନ୍। ଘରୁ ଚୋରି, ଛିନ୍ତାଇ ଓ ହଜି ଯାଇଥିବା ଫୋନକୁ ଜବତ କରି ତଥା ପ୍ରକୃତ ମାଲିକଙ୍କୁ ଫେରେଇଛି କଟକ କମିଶନରେଟ ପୋଲିସ। ଜୋନ-୩ ଓ ଜୋନ-୪ ରୁ ପାଖାପାଖି ୨୦ ଟି ମୋବାଇଲ ତଥା ପ୍ରକୃତ ମାଲିକଙ୍କୁ ଡାକି ବିଡାନାସୀ ଥାନାରେ ସମ୍ପତ୍ତି ଫେରସ୍ତ ମେଳା କରି ଫେରେଇଛି ପୋଲିସ।
#mobile #mobiletheft #Commissioner #police #cuttack #badamba #Odisha #ArgusNews