ଦୀର୍ଘ ଦିନ ହେଲାଣି ଧାରଣାରେ ବସିଛନ୍ତି ଆଶୟୀ ସଂସ୍କୃତ ଶିକ୍ଷକ ସଙ୍ଘ। ବିଭିନ୍ନ ଦାବି ନେଇ ସେମାନେ ଧାରଣା ଦେଇଛନ୍ତି। ଶିକ୍ଷା ବିଭାଗ ସେମାନଙ୍କ ଅରଦେଖା କରୁଛି। ଯୋଗ୍ୟତା ଥାଇ ବି ସେମାନଙ୍କୁ ନିଯୁକ୍ତି ମିଳୁନି।
#SanskritTeachersAssociation #Protest #HungerStrike #Demands #Employment #Odisha #ArgusNews