ଚିନ୍ମୟ ମହାରଣାଙ୍କ ନେତୃତ୍ବରେ ଗସ୍ତ କରିଥିବା ୬ ଜଣିଆ ଆସା ( ଆସୋସିଏସନ୍ ଅଫ୍ ଆଡଭେଞ୍ଚର୍ ଆଣ୍ଡ୍ ସୋସିଆଲ୍ ଆକ୍ଟିଭିଟିଜ୍ ) ଦଳ ସଫଳତାର ସହ ମାଉଣ୍ଟ୍ ୟୁନମ ( ୬୧୧୧ ମିଟର ଆରୋହଣ କରିଛନ୍ତି । ଦେଶ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ହରିୟାଣା ସରକାର ଏବଂ ନ୍ୟାସନାଲ୍ ଆଡଭେଞ୍ଚର କ୍ଲବ୍ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଅଭିଯାନରେ ମୋଟ ୭୫ ଜଣ ଯୁବକ ଯୁବତୀ ଭାଗ ନେଇଥିଲେ ୭୫ ମିଟର୍ ଲମ୍ବର ଜାତୀୟ ପତାକାକୁ ଉଡ଼ାଇ ନୂଆ ଫର୍ଦ ଯୋଡ଼ିଥିଲେ
#BBSR #AshaTeam #Odisha #ArgusNews