ଆସନ୍ତା କାଲି ଅଫଲାଇନ ମାଟ୍ରିକ ପରୀକ୍ଷା । ଏଥିପାଇଁ ପ୍ରସ୍ତୁତି ବି ଶେଷ ହୋଇଛି । ପିଲାମାନେ ବି ପରୀକ୍ଷା ଦେବାକୁ ପୁରା ପ୍ରସ୍ତୁତ । ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ସେକେଣ୍ଡାରି ବୋର୍ଡ ହାଇସ୍କୁଲର । ଶ୍ରେଣୀ ଗୃହରେ ଥିବା ଟେବୁଲ ବେଞ୍ଚ ଉପରେ ଚକ ଖଡ଼ିରେ ଲେଖାଯାଇଛି ରୋଲ ନମ୍ବର ।
#ArgusNews #ArgusNewsTV #Odisha #MatricExam #10thBoardExam