ଆସନ୍ତାକାଲି ପ୍ରକାଶ ପାଇବ +2 କଳା ରେଜଲ୍ଟ । କାଲି ମଧ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । ରେଜଲ୍ଟ ବାହାରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । orissaresults.nic.inରେ ରେଜଲ୍ଟ ଉପଲବ୍ଧ ହେବ । ଏଥର ବିନା ପରୀକ୍ଷାରେ ବାହାରିବ ରେଜଲ୍ଟ
#ArgusNews #Odisha #plustworesults #vocational #ExamResult #CBSE