ଆସନ୍ତାକାଲି ଭାରତୀୟ ମହାକଶ ସଂଘ (ଆଇଏସ୍ପିଏ)ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଦିନ ୧୦ଟା ୩୦ରେ ଭିଡିଓ କନଫରେନ୍ସି ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।
#ISpA #IndianSpaceAssociation #Modi #LaunchingProgram #Odisha #ArgusNews