ପ୍ରଥମ ସପ୍ତାହ ସାରା କେବଳ activity କରାଯିବ । ପାଠ ପଢ଼ାଯିବ ନାହିଁ । ଏହାସହ ପିଲାମାନେ ଦୁଇ ବର୍ଷ ପାଠ ପଢି ନାହାଁନ୍ତି ସ୍କୁଲରେ । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶାଯିବ । ଯାହାଫଳରେ ପିଲାମାନେ ପଛେଇ ଯିବେ ନାହିଁ
#SamirDas #Schoolandmasseducation #Minister #schoolopen #ArgusNews