ଆସନ୍ତା ସୋମବାରଠୁ ଶ୍ରୀମନ୍ଦିର ବନ୍ଦ । କରୋନା ସଂକ୍ରମଣ ବଢୁଥିବାରୁ ଜଗା ଦର୍ଶନ ବନ୍ଦ ନିଷ୍ପତ୍ତି । ଛତିଶାନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବନ୍ଦ ନିଷ୍ପତ୍ତି । ଆସନ୍ତା 31 ତାରିଖ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ।
#Puri #JagannathTemple #covidguidelines #Closed #Odisha #ArgusNews