ଆସନ୍ତା ସୋମବାର ଠାରୁ ତିନୋଟି ଦଫାରେ ପୁରୀବାସୀ ward wari ଦର୍ଶନ କରିବେ। ପ୍ରଶାସନ ପକ୍ଷରୁ ପୁରୀବାସୀଙ୍କୁ ଘର ଘର ବୁଲି ଚିରୁକୁଟି ବଣ୍ଟନ କରାଯାଇଥିବା ବେଳେ କେବଳ ନିଜର ପରିଚୟପତ୍ର ସହ ଦିଆଯାଇଥିବା ଚିରୁକୁଟି ସାଙ୍ଗରେ ଆଣି ଶ୍ରୀମନ୍ଦିର ଯିବେ ବୋଲି କୁହାଯାଇଛି
#ArgusNews #Odisha #puri #jagannathtemple