ଆସନ୍ତା 15 ତାରିଖରୁ ଖରିପ ଋତୁ ଧାନ କିଣା ପାଇଁ ପାଞ୍ଜିକରଣ ଆରମ୍ଭ ହେବ | ମାତ୍ର ବିଗତ ଖରିଫ୍ ଋତୁରେ ଧାନ କିଣାବିକାରେ ଯେଉଁ ଅଚଳାବସ୍ତା ସୃଷ୍ଟି ହୋଇଥିଲା ଏବଂ ଚାଷୀଙ୍କ ଟୋକନ ଲାପ୍ସ ହୋଇଯିବାରୁ କମ ଟଙ୍କାରେ ଧାନ ବିକ୍ରୟ କରିଥିଲେ - ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ
#ArgusNews #Odisha #ArgusNewsTV #BJP #PradepPurihit