ଚିଲିକା ଏକ କ୍ଷୁଦ୍ର ଦିପରେ ପୂଜା ପାଉଛନ୍ତି ମା’କାଳିଜାଇ । ଚିଲିକାର ନିଳ ଜଳରାସୀ ମା’ଙ୍କ ପିଠର ସୈାନ୍ଦର୍ଯ୍ୟକୁ ଆହୁରୀ ଦୁଇଗୁଣା କରୁଛି । ଶୀତ ଋତୁରେ ମା’କାଳିଜାଇଙ୍କ ପିଠରେ ଜମିଛି ଭକ୍ତଙ୍କ ଭିଡ । ଆସନ୍ତୁ ବୁଲି ଯିବା ମା’କାଳିଜାଇ ମନ୍ଦିର ।
#Chilika #KalijaiTemple #worshiped #devotees #Odisha #ArgusNews