ଆହୁରି ୪୮ ଘଣ୍ଟା ବର୍ଷା ପରେ ୨୭ରୁ ବଢିବ ଶୀତ । ୩ ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ ରାତ୍ରିକାଳୀନ ତାପମାତ୍ରା । ଦକ୍ଷିଣ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା । ପାଣିପାଗ ବିଭାଗ ପକ୍ଷରୁ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି । ଆହୁରି ୨ ଦିନ ଲାଗି ରହିବ ଘନ କୁହୁଡିର ପ୍ରଭାବ ।
#WeatherNews #temperatures #Rain #Heavyfog #ArgusNews