ରାଜ୍ୟରେ ଗ୍ରାମୀଣ ସ୍ବାସ୍ଥ୍ୟ ସେବାର ଆହ୍ବାନ ପୂର୍ଣ୍ଣ ସ୍ଥିତି।... ଇଏ ଦୃଶ୍ୟ ହେଉଛି ମାଲକାନଗିରି ସ୍ବାଭିମାନ ଅଂଚଳରେ । କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଗଙ୍ଗାପଡା ଗ୍ରାମରେ ପ୍ରାୟ ୩0ଜଣ ଲୋକ ଅଜଣା ରୋଗରେ ଆକ୍ରାନ୍ତ
#ArgusNews #Odisha #NewsChannel #ArgusNewsTV #malkanagiri #korukonda #health_dept