କରୋନା ମହାମାରୀ କାରଣରୁ ଯାଜପୁରର ଜଣେ ଇଂଜିନିୟର ପ୍ରବାସରୁ ଫେରିଥିଲେ ଗାଁକୁ । ବାହାରେ ରହି କାମ କରିବା ସମ୍ଭବ ହୋଇନଥିବା ବେଳେ ଗାଁରେ ବା କରିବେ କଣ ? ଜୀବିକାକୁ ନେଇ ଦ୍ବନ୍ଦରେ ଥିବା ବେଳେ ପ୍ରାଣୀଧନ ଅଧିକାରୀ କୁକୁଡ଼ା ପାଳନର ଲାଭ ବତାଇଥିଲେ । ସେଦିନଠୁ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କଏଣା ରଘୁନାଥପୁର ପଂଚାୟତ ପ୍ରହଲ୍ଲାଦପୁର ଗ୍ରାମର ଇଂଜିନିୟର ନିଗମାନନ୍ଦ ମଲ୍ଲିକ କୁକୁଡ଼ା ଚାଷରୁ ମାସକୁ ୧୦ ହଜାର ଟଙ୍କା ଆୟ ସହିତ ପରିବାର ପାଇଁ ଦେଇପାରୁଛନ୍ତି ସମୟ ।
#GoodNews #jajpur #Binjharpur #poultryfarming #Engineer #NigamanandaMallick #Odisha #ArgusNews