ଯୋଗୀ ଶୁଣିଲେ,ନ୍ୟାୟ ପାଇଁ ଦେଲେ ପ୍ରତିଶୃତି । ଇଏ ହେଉଛି ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ନ୍ୟାୟ । ହେଲେ ଓଡିଶାରେ ବଡ ବିଡମ୍ବନା, ନୀରିହ ଗୋବିନ୍ଦ କୁମ୍ଭାରଙ୍କ ପରିବାରକୁ ମିଳିଲାନି ନ୍ୟାୟ । ନ୍ୟାୟ ପାଇଁ ପତ୍ନୀ କାନ୍ଦି କାନ୍ଦି ନେହୁରା ହେଲେ ,ତଥାପି ନା ଶୁଣିଲେ ଡିଜିପି,ନା ରାଜ୍ୟ ସରକାର ।