#ଇଏ_ଏକ_ମା_ର_ବିଳାପ
#ପଶୁ_ହେଲେ_କଣ_ହେଲା_ତାର_ବି_ମମତା_ଅଛି
ସେ ପଶୁ ହେଉକି ମଣିଷ ଛୁଆ ଉପରକୁ କୌଣସି ବିପଦ ଆସିଲେ ସବୁଠୁ ଅଧିକ ଦୁଃଖୀ ହୋଇଥାଏ ମା' । ଛୁଆ ଉପରକୁ କୌଣସି ବିପଦ ଆସୁଥିବା ଦେଖିଲେ ମା' ହିଁ ପ୍ରଥମେ ସେ ବିପଦର ସାମ୍ନା କରିବାକୁ ଆଗେଇ ଯାଏ । ଆଉ ଯଦି ମା' ଆଖିଆଗରେ ଛୁଆର ଜୀବନ ଚାଲିଯାଏ ? ଥରେ ଚିନ୍ତା କରନ୍ତୁ କଣ ବିତୁଥିବ ସେ ହତଭାଗିନୀ ମାଆ ଉପରେ ।
#puri #Brahmagiri #dog #mother #Odisha #ArgusNews