ଇକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ ହୋଇଛନ୍ତି ଢ଼େଙ୍କାନାଳ ଜିଲ୍ଲା ରାନଜାଗୋଲା ଅଞ୍ଚଳର ଦେବକାନ୍ତ । ଚିକିତ୍ସା ବାବଦରେ 30 ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିପାରି ନାହିଁ । ସେଥିପାଇଁ ସହାୟତା ଲୋଡିଛନ୍ତି ଦେବକାନ୍ତଙ୍କ ପରିବାର ସଦସ୍ୟ ।
#ArgusNews #Odisha #ArgusNewsTV #Dhenkanal #ECMO #Airlift #Coronapatient #HelpDebakanta