ଇକମୋ ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ବାସୁଦେବପୁର ମନ୍ଦା ରି ଗ୍ରାମର ଅଭିଷେକ ମହାପାତ୍ର । ସେଥିପାଇଁ ସାଧାରଣ ଲୋକଙ୍କୁ ସାହାଯ୍ୟର ହାତ ମାଗିଛନ୍ତି ପରିବାର ଲୋକ ।
#ArgusNews #ArgusNewsTv #Odisha #Bhadrak #ECMO_Treatment