ଇଚ୍ଛା ଥିଲା ମରିବା ପୂର୍ବରୁ ଷ୍ଟୁଡିଓରେ ଗୀତ ଗାଇବେ । ଆଉ ଏହି ଇଚ୍ଛା ପୂରଣ ହୋଇଥିଲା ପ୍ରଥମ ଗୀତ ଗଡେଇ ନେବୁ ମୋ ସଂସାର ରଥ ଗୀତ ଗାଇବା ପରେ । ରକ୍ତ କର୍କଟ ରୋଗରେ ପୀଡିତ ଥିବା ଧ୍ରୁବାନନ୍ଦ ଙ୍କର ରିଲିଜ ହୋଇଛି ଆଉ ଗୋଟିଏ ଗୀତ । ଯାହାକୁ ବେଶ ଆଶାବାଦୀ ଅଛନ୍ତି ଧ୍ରୁବାନନ୍ଦ ।