ଡିପ୍ଲୋମା ପରେ କିଛିଦିନ ଚାକିରୀ କରିଥିଲେ । କମ ଦରମା ଓ ଅଧିକ ଖଟଣି ଯୋଗୁଁ ମିଳିପାରିନଥିଲା ଆତ୍ମ ତୃପ୍ତି । ରାଉରକେଲାର ସ୍ୱାଧୀନଚେତା ଯୁବକ ଶତ୍ରୁଘ୍ନ ପ୍ରଧାନ ଚାକିରୀ ଛାଡି ଚା ଦୋକାନ ଜରିଆରେ ନିଜର ନୁଆଁ ଜୀବିକା ଆରମ୍ଭ କଲେ । ଦେକାନକୁ ବର୍ଷେ ପୂରିନି ହେଲେ ଲୋକପ୍ରିୟ ହୋଇଯାଇଛନ୍ତି ଶତ୍ରୁଘ୍ନ ଓ ତାଙ୍କର ଚାଏ କୁଲଡ଼ କେଫେ । ଦିନକୁ ୩୦୦ରୁ ୪୦୦ କପ ଚା ବିକି ସେ ଏବେ ନିଜେ ସ୍ୱାବଲମ୍ବୀ ସହିତ ଅନ୍ୟ ଦୁଇଜଣଙ୍କୁ ଦେଇଛନ୍ତି ଜୀବିକା ।
#GoodNews #Rourkela #teastall #Odisha #ArgusNews