#ଇଣ୍ଟରନେଟରେ_ମହିଳାଙ୍କୁ_ନିଲାମ
#ବୁଲ୍ଲି_ବାଇ_ଆପରେ_ଓଡିଶା_ଲିଙ୍କ୍
ବୁଲିବାଇ ଆପରେ ସଂଖ୍ୟାଲଘୁ ମହିଳାଙ୍କ ନିଲାମ ଅଭିଯୋଗରେ ଝାରସୁଗୁଡ଼ାରୁ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ନୀରଜ ସିଂହଙ୍କ ଘର ଝାରସୁଗୁଡ଼ା ବ୍ରଜରାଜନଗରରେ। ବ୍ରଜରାଜନଗରରୁ ନୀରଜଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଏହାପରେ ନିରଜକୁ ଝାରସୁଗୁଡ଼ା କୋର୍ଟରେ ହାଜର କରି ଟ୍ରାନଜିଟ୍ ରିମାଣ୍ଡ ପାଇଁ ଆବେଦନ କରିଥିଲା ମୁମ୍ବାଇ ପୋଲିସ।
#BulliBai #github #Odisha #ArgusNews #WomenTrafficking #women #Cyber #cybercrime #CyberExpert